ଚୁଟି ଝଡିବା ପାଇଁ ସବୁଠାରୁ ଭଲ ଚିକିତ୍ସା କଣ? | Hair Loss Treatment Explained by Dr. Satyartha Prakash
ଚୁଟି ଝଡୁଛି କି? Hair Loss ର ସଠିକ ଚିକିତ୍ସା କଣ? 🤔 ଏହି ଭିଡିଓରେ Dr. Satyartha Prakash (Hair Transplant Surgeon) Hair Loss (ଚୁଟି ଝଡିବା) ର କାରଣ, Hair Fall କିପରି ବନ୍ଦ କରିହେବ ଏବଂ କେଉଁ ଚିକିତ୍ସା କାହା ପାଇଁ ସଠିକ ସେ ବିଷୟରେ ବିସ୍ତାରରେ ବୁଝାଇଛନ୍ତି। ଏହି ଭିଡିଓରେ ଆପଣ ଜାଣିପାରିବେ: ✔ Hair Loss କାହିଁକି ହୁଏ? ✔ Hair Fall ଓ Baldness ମଧ୍ୟରେ ପାର୍ଥକ୍ୟ ✔ PRP Therapy କଣ? ✔ GFC Therapy କଣ? ✔ Mesotherapy କେବେ କରିବା ଉଚିତ? ✔ Microneedling ର ଲାଭ ✔ Hair
Watch on YouTube
